କନକ ବ୍ୟୁରୋ : ଦେଶରେ ପୁଣି ୨୦ ହଜାର ପାର ହେଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୨୨ ହଜାର ୪୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନା ଯୋଗୁଁ ଦିନକରେ ୩୧୮ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୨୪ ହଜାର ୬୦୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଚାର ୧୯୮ । ସେପଟେ ଚିନ୍ତା ବଢାଇଛି କେରଳ । କେବଳ କେରଳରୁ ୧୨ ହଜାର ୬୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୯୪ ହଜାର ୩୧୨ ରହିଛି । ୩ କୋଟି ୩୨ ଲକ୍ଷ ୨୫୮ ଜଣ ସୁସ୍ଥ ହୋଇଛନ୍ତି । ୪ ଲକ୍ଷ ୪୯ ହଜାର ୮୫୬ ଜଣଙ୍କ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/7-7.jpg)