ଦେଶର କରୋନା ମିଟର । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ

Advertisment
ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ, ଜଣେ ମୃତ

କନକ ବ୍ୟୁରୋ : ଦେଶରେ ଲଗାତାର ୨୦ ହଜାର ଉପରେ ଦୈନିକ ସଂକ୍ରମଣ ଚିହ୍ନଟ । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଛନ୍ତି ୧୬ ହଜାର ୯୯୪ଜଣ । ଏବେବି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩୯ ହଜାର ୭୩ । ଦୈନିକ ପଜିଟିଭ ହାର ରହିଛି ୪ ଦଶମିକ ୪୪ ପ୍ରତିଶତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe