କନକ ବ୍ୟୁରୋ : ଦେଶରେ ୨୪ ଘଂଟା ଭିତରେ ୧ ଲକ୍ଷ ୬୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ଭିତରେ ୨ଲକ୍ଷ ୮୧ ହଜାର ୧୦୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୧୬ ଲ୪ ୨୧ ହଜାର ୬୦୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି କରୋନା କାରଣରୁ ୧ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ଳକ୍ଷ ୯୭ ହଜାର ୯୭୫କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥତା ସଂଖ୍ୟା ୩,୯୫,୧୧,୩୦୭ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬,୨୧,୬୦୩ ।
ଦେଶରେ କମୁଛି କରୋନା, ବଢୁଛି ମୃତ୍ୟୁ ସଂଖ୍ୟା : ୧ ଲକ୍ଷ ୬୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭୩୩ ଜଣଙ୍କର ମୃତ୍ୟୁ
/kanak/media/post_attachments/wp-content/uploads/2022/02/15-1.jpg)