କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ କାନପୁର ଟେଷ୍ଟ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ ହୋଇଛି । ଏହି ମ୍ୟାଚରେ ଅକ୍ଷର ପଟେଲଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଅକ୍ଷରଙ୍କୁ ଏହି ମ୍ୟାଚରେ ୫ଟି ୱିକେଟ ମିଳିଥିବା ବେଳେ ଅଶ୍ୱିନୀଙ୍କୁ ୩ଟି ୱିକେଟ ମିଳିଛି । ପ୍ରଥମ ଇଂନିସ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡଠାରୁ ଭାରତ ୪୯ ରନରେ ଆଗୁଆ ରହିଛି ।
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ: ୨୯୬ରେ ନ୍ୟୁଜିଲାଣ୍ଡ ଅଲଆଉଟ
/kanak/media/post_attachments/wp-content/uploads/2021/11/ftgh.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)