କନକବ୍ୟୁରୋ: ଇଣ୍ଡିଆ ମେଣ୍ଟର ବୈଠକ ପରେ ମଲ୍ଲିକାର୍ଜୁନ ଖଡେଗଙ୍କ ପ୍ରତିକ୍ରିୟା । ଆମର ଅଢେଇ ଘଣ୍ଟା ଧରି ଆଲୋଚନା ହେଲା ୨୯୫ରୁ ଅଧିକ ସିଟ ଜିିତିବ ମେଣ୍ଟ । ଏଥିସହ ମତଗଣନା ପ୍ରକ୍ରିୟାକୁ ନେଇ ଆଲୋଚନା ମଧ୍ୟ ହେଲା ଯାହା ବି କିଛି ଆମର ଆଲୋଚନା ହୋଇଛି ତାହା ଆମେ ଇଲେକ୍ସନ ଅଧିକାରୀଙ୍କୁ ଜଣାଇବୁ । ସମସ୍ତ ଇଣ୍ଡିଆ ମେଣ୍ଟ ର ସହଯୋଗୀ ଉପସ୍ଥିତ ଥିଲେ ।