ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୫୧୮ ମୃୃତ

ରାଜ୍ୟର କରୋନା ମିଟର : ଗତ ୨୪ ଘଣ୍ଟାରେ ୧୮୯ ପଜିଟିଭ୍ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଗୋଟିଏ ଦିନରେ ଆଉ ୪୧ ହଜାର ୧୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫୧୮ ଜଣଙ୍କ ମୃତ୍ୟୁ ହୋଇଛି । ୪୧ ହଜାର ୧୫୭ ନୂଆ ପଜିଟିଭଙ୍କୁ ମିଶାଇ ଦେଶରେ ଆକ୍ଟିଭ୍ ପଜିଟିଭ୍ ସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୦କୁ ବୃଦ୍ଧି ହୋଇଛି । ସେହିପରି ୫୧୮ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ହୋଇଛି । ଦେଶରେ ଗତ ୨୪ ଘଂଟାରେ ୪୨ ହଜାର ୪ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଦେଶରେ ଜୁଲାଇ ୧୭ ସୁଦ୍ଧା ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଜଣଙ୍କୁ କୋଭିଡ ଟିକାକରଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe