ଦେଶରେ ୨୪ ଘଂଟାରେ ୮୩୬ ମୃତ, ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ: ୫୭ ହଜାର ୫୪୨ରେ ପହଂଚିଲା ମୃତକଙ୍କ ସଂଖ୍ୟା

Advertisment
ଦେଶରେ ଦିନକରେ ୨୮,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୮ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି

କନକ ବ୍ୟୁରୋ: ଦେଶରେ ୨୪ ଘଂଟାରେ ୮୩୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୃତକଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଚିଂଛି ।  ସେହିପରି ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ଲକ୍ଷ  ୬ ହଜାର ୩୪୯ରେ ପହଚିଂଛି । ୨୪ ଘଂଟାରେ ୫୭ ହଜାର ୪୬୮ ଜଣ ସୁସ୍ଥ ହୋଇଥିବା ବେଳେ ଏଯାଏ ୨୩ ଲକ୍ଷ ୩୮ ହଜାର ୩୬ ଜଣ ସୁସ୍ଥ ହୋଇଛନ୍ତି ।  ସେପଟେ ରାଜ୍ୟରେ ୨୪ ଘଂଟାରେ ହୋଇଛି ୬୦ ହଜାର ୯୦୯ ନମୂନା ପରୀକ୍ଷା ହୋଇଛି ।  ସେଥିମଧ୍ୟରୁ ୫୩ ହଜାର ୨୯୫ଟି ଆଂଟିଜେନ ଟେଷ୍ଟ ହୋଇଥିବା ବେଳେ   ୭ ହଜାର ୪୯୦ ଆରଟିପିସିଆର ଟେଷ୍ଟ ହୋଇଛି । ମୟୁରଭଂଜରେ ସର୍ବାଧିକ ୯ ହଜାର ୨୧୯ କରୋନା ନମୂନା ପରୀକ୍ଷା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe