ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ

Advertisment
ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ପୁରଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ । ଏହାସହ ଭାରତ ତାର ସମସ୍ତ ପୁଲ ମ୍ୟାଚ ଶେଷ କରିଛି । ପୁଲ ମ୍ୟାଚରେ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି ।

ନ୍ୟୁଜିଲାଣ୍ଡ, ସ୍ପେନ, ଆର୍ଜେଣ୍ଟିନା ଓ ଜାପାନକୁ ଭାରତ ମାତ ଦେଇଥିବା ବେଳେ ଅଷ୍ଟ୍ରେଲିଆଠୁ ଭାରତ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆଠୁ ୭-୧ ଗୋଲରେ ହାରିଥିଲା ଭାରତ । ଏବେ ଭାରତ ପୁଲ ମ୍ୟାଚର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe