ହକି ପ୍ରୋ ଲିଗରେ ବେଲଜିୟମକୁ ହରାଇଲା ଭାରତ । କଳିଙ୍ଗ ମୁକାବିଲାରେ ୨-୧ରେ ଜିତିଲା ଟିମ୍ ଇଣ୍ଡିଆ, ବିଶ୍ୱର ଏକନମ୍ବର ଦଳକୁ ବଡ଼ ଝଟକା ।

Advertisment
ହକି ପ୍ରୋ ଲିଗରେ ବେଲଜିୟମକୁ ହରାଇଲା ଭାରତ । କଳିଙ୍ଗ ମୁକାବିଲାରେ ୨-୧ରେ ଜିତିଲା ଟିମ୍ ଇଣ୍ଡିଆ, ବିଶ୍ୱର ଏକନମ୍ବର ଦଳକୁ ବଡ଼ ଝଟକା ।

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗ ହକି ମ୍ୟାଚରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ । ବିଶ୍ୱ ମାନ୍ୟତାର ୧ ନମ୍ବରରେ ଥିବା ତଥା ୨୦୧୮ ବିଶ୍ୱକପ ଜିତିଥିବା ବେଲଜିୟମକୁ ପ୍ରଥମ ମ୍ୟାଚରେ ଭାରତ ହରାଇଥିଲେ ମଧ୍ୟ ରବିବାର ଅନ୍ୟ ଏକ ମ୍ୟାଚରେ ଦଳ ଭଲ ପଦର୍ଶନ କରିବ ବୋଲି ଆଶା କରିଛି । ତେବେ ପାଗ ଖରାପ ଥିଲେ ମଧ୍ୟ ଭାରତୀୟ ଖେଳାଳି ମାନେ ଚତୁରତାର ସହିତ ୨ ଟି ଗୋଲ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe