ପୁଣି ବ୍ୟାଟିଂରେ ଭାରତର ଖରାପ ପ୍ରଦର୍ଶନ: ୧୧୦ କଲା ଭାରତ, ନ୍ୟୁଜିଲାଣ୍ଡ ଆଗରେ ୧୧୧ ରନ ଟାର୍ଗେଟ 

Advertisment
ପୁଣି ବ୍ୟାଟିଂରେ ଭାରତର ଖରାପ ପ୍ରଦର୍ଶନ: ୧୧୦ କଲା ଭାରତ, ନ୍ୟୁଜିଲାଣ୍ଡ ଆଗରେ ୧୧୧ ରନ ଟାର୍ଗେଟ 

କନକ ବ୍ୟୁରୋ: ଆଜି ପୁଣି ଲଗାତାର ଦ୍ୱିତୀୟ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି ଭାରତ । ଭାରତ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୧୦ ରନ କରିବାରେ ସଫଳ ହୋଇଛି । ଏବେ ନୁା୍ୟଜିଲାଣ୍ଡ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe