ଟମାଟୋ ରେ ଆଣ୍ଟି- ଇଂପ୍ଲିମେଣ୍ଟାରି ଗୁଣ, ଆଣ୍ଟି ଆକ୍ସିଡେଣ୍ଟ୍ ଭିଟା-କେରୋଟିନ୍ , ଲାଇକୋପିନ୍ ଓ ଭିଟାମିନ୍ -ଇ ଆଦି ଥାଏ । ଏହାକୁ ସେବନ କରିଲେ କେତେକ ରୋଗ ଦୂର ହୋଇଥାଏ । ଖାଲି ସେତିକି ନୁହେଁ ନିୟମିତ ଟମାଟୋ ସାଲାଡ଼ ରୂପେ ସେବନ କଲେ ନିଜର ଓଜନ ହ୍ରାସ ପାଇଥାଏ । ଆପଣ ଖାଦ୍ୟରେ ଜୁଆଣି ପତ୍ରକୁ ସାମିଲ୍ କରିଲେ ଓଜନ ହ୍ରାସ ହେବ । ଏହାକୁ ଆପଣ ସାଲାଡ଼ ଶୈଳୀରେ ବି ଖାଇ ପାରିବେ । ଏହା ପାଚନ ଶକ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଶରୀରର ଓଜନ କମ୍ କରିଥାଏ ।
ଆମେ କାକୁଡ଼ି ଖାଇବାକୁ ବେଶି ପସନ୍ଦ କରିଥାଉ । କାକୁଡିରେ ୯୬ ପ୍ରତିଶତ ଜଳ ଓ ଫାଇବର୍ ଥାଏ । ଯାହା ଆମର ପାଚନ କ୍ରିୟାକୁ ମଜଭୁତ କରିଥାଏ । ଏହାକୁ ଖାଇଲେ ଆମର ତ୍ୱଚା ବି ପରିଷ୍କାର ହୋଇଥାଏ । ଏହାକୁ ଆପଣ ସାଲାଡ ଭାବେ ସାମିଲ ବି କରିପାରନ୍ତି । ଏହାଦ୍ୱାରା ଶରୀରର ଓଜନ କମିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/2962762666_1237ff6eb4_o.jpg)
/kanak/media/post_attachments/wp-content/uploads/2018/09/picWfswNq-300x225.jpg)