କନକ ବ୍ୟୁରୋ: ସାମ୍ନାକୁ ଆସିଲା ପୁଷ୍ପା-୨ର ଟିଜର । ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପାର ଦ୍ୱିତୀୟ ଅଧ୍ୟାୟର ଟିଜର ରିଲିଜ ହୋଇଛି । ଏହି ଟିଜରରରେ ପୁଷ୍ପା କେଉଁଠି? ତାକୁ ନେଇ କାହାଣୀ ଆଗକୁ ବଢୁଛି । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ମୁଭିରେ ଅନେକ ସସପେନ୍ସ ରହିଛି । ଟିଜରରୁ ହିଁ ଫିଲ୍ମରେ ଅନେକ ରୋମାଞ୍ଚ ଥିବା ଜଣାପଡୁଛି ।
ସାମାଜିକ ଗଣମାଧ୍ୟମରେ ପୁଷ୍ପାର ଟ୍ରେଲରକୁ ଲୋକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି । ଟ୍ୱିଟରରେ ମଧ୍ୟ ପୁଷ୍ପା-୨ରେ ଟିଜର ଟ୍ରେଣ୍ଡ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/4-14.jpg)