କନକବ୍ୟୁରୋ: ଆଜି ସାରା ଦେଶରେ ବିଜେପିର ଦବଦବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବିଜେପି ଆଗୁଆ ଥିବା ବେଳେ ମଥୁରାରୁ ହେମାମାଳିନୀ ଆଗୁଆ ରହିଛନ୍ତି । ବିଜେପି ଟିକେଟରେ ଲଢୁଥିବା ହେମାମାଳିନୀ ତାଙ୍କ ନିକଟତମ ପ୍ରତିନ୍ଦନ୍ଦୀ କଂଗ୍ରେସ ଠାରୁ ୨ଲକ୍ଷ ୫୨ ହଜାର ୬୫୭ ଭୋଟରେ ଆଗୁଆ ରହିଛନ୍ତି ।