କନକ ବ୍ୟୁରୋ: ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ହୋଇଛି ୭୦ ପ୍ରତିଶତ ମତଦାନ ହୋଇଛି । ବାଲଟା ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୮୯ଟି ବୁଥରେ ମତଦାନ କରାଯାଇଛି । କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇ ନାହିଁ । ହେଲେ ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମତଦାନ ବାତିଲ କରାଯାଇଛି । ଯାଜପୁରରେ ମୁତୟନ ହୋଇଥିଲେ ୪ ପ୍ଲାଟୁନ ଅଧିକ ଫୋର୍ସ ।
ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ: ଶେଷ ଖବର ସୁଦ୍ଧା ହୋଇଛି ୭୦ ପ୍ରତିଶତ ଭୋଟ
/kanak/media/post_attachments/wp-content/uploads/2022/02/29-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)