ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ଟ୍ରେଣ୍ଡରେ ଏନଡିଏ ଆଗରେ, ଇଣ୍ଡିଆ ମେଣ୍ଟ ପଛରେ ।

312

କନକ ବ୍ୟୁରୋ: ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ଟ୍ରେଣ୍ଡରେ ଆଗରେ ରହିଛି ଏନଡିଏ, ପଛରେ ପଡିଛି ଇଣ୍ଡିଆ ମେଣ୍ଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଆଗରେ ରହିଛି । ୮୭ ଲୋକସଭା କ୍ଷେତ୍ରରୁ ଏନଡିଏ ମେଣ୍ଟ ୪୫ଟି ଆସନରେ ଆଗୁଆ ଥିବାବେଳେ, ଇଣ୍ଡିଆ ମେଣ୍ଟ ୩୮ ଆସନରେ ଆଗୁଆ ରହିଛି । ସେହିପରି ୪ଟି ସିଟରେ ଅନ୍ୟ ଆଗୁଆ ଅଛନ୍ତି । ସେପଟେ ରାଜ୍ୟରେ ଗୋଟିଏ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗୋଟିଏ ସିଟରେ ବିଜେଡି ଆଗୁଆ ରହିଛି ।