ଶେଷ ଦିନର ଶେଷ ଘଣ୍ଟାରେ ତିନି ଦଳର ଜୋରଦାର ପ୍ରଚାର: ବିଭିନ୍ନ ଦଳର ହେଭିୱେଟ୍ ନେତା କରୁଛନ୍ତି ଘନଘନ ପ୍ରଚାର

101

କନକ ବ୍ୟୁରୋ: ବାସ ଆଉ କେଇ ମିନିଟ୍ ପରେ ଥମିଯିବ ପ୍ରଚାର । ଶେଷ ମୁହୂର୍ତରେ ଲୋକଙ୍କ ନିକଟତର ହେବା ପାଇଁ ନେତାଙ୍କ ଘନଘନ ପ୍ରଚାର । ତିନି ଦଳର ହେଭିୱେଟ୍ ନେତା ପ୍ରଚାର ମଇଦାନରେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଶେଷ ଦିନରେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ ଆଜି ସିମୁଳିଆରେ ପ୍ରଚାର କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି ।