ବିପଦସଙ୍କେତ ଉପରେ ଋଷିକୂଲ୍ୟା । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

Advertisment
ବିପଦସଙ୍କେତ ଉପରେ ଋଷିକୂଲ୍ୟା । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

କନକ ବ୍ୟୁରୋ : ଗଞ୍ଜାମ ପୁରୁଷୋତମପୁରରେ ସତର୍କ ସଂକେତ ଡ଼େଇଁଲା ଋଷିକୁଲ୍ୟା ନଦୀ । ନଦୀର ସର୍ତକ ସଂକେତ ୧୫ ଦଶମିକ ୮୩ ଥିବା ବେଳେ ବର୍ତମାନ ରହିଛି ୧୬ ଦଶମିକ ୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ଖୁବଶୀଘ୍ର ବିପଦ ସଂକେତ ଡ଼େଇଁପାରେ ଋଷିକୁଲ୍ୟା ନଦୀ ।

ନଦୀ କୂଳିଆ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଲା ପ୍ରଶାସନ । ଗତକାଲି ରାତି ଗୋଟାଏରେ ସର୍ତକ ସଂକେତ ଡ଼େଇଁଛି ଋଷିକୁଲ୍ୟା ନଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe