ପାକିସ୍ତାନ ବାୟୁପଥରେ ଉଡିବନାହିଁ ଆମେରିକା ବିମାନ ! ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଲାଗି ଜାରି ହେଲା ସତର୍କ ସୂଚନା

Advertisment
ପାକିସ୍ତାନ ବାୟୁପଥରେ ଉଡିବନାହିଁ ଆମେରିକା ବିମାନ ! ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଲାଗି ଜାରି ହେଲା ସତର୍କ ସୂଚନା
କନକ ବ୍ୟୁରୋ : ପାକିସ୍ତାନ ବାୟୁପଥରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରିଛି ଆମେରିକା । କୌଣସି ପରିସ୍ଥିତିରେ ମଧ୍ୟ ପାକ୍ ଏୟାର ସ୍ପେସ୍ ବ୍ୟବହାର ନକରିବାକୁ ଆମେରିକାର ବିମାନ କମ୍ପାନୀଗୁଡିକୁ ସରକାର ଜଣାଇ ଦେଇଛନ୍ତି । କାରଣ ପାକିସ୍ତାନ ଆକାଶରେ ଉଡାଣ କରିବା ସମୟରେ ଆମେରିକୀୟ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି ।
ଦୁଇ ଦିନ ତଳେ ଇରାକରା ରାଜଧାନୀ ବାଗଦାଦରେ ବିକ୍ଷୋଭକାରୀମାନେ ସେଠାରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିବା ପରେ ଏଭଲି ନିଷ୍ପତି ନେଇଛି ଟ୍ରମ୍ପ ପ୍ରଶାସନ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe