କନକ ବ୍ୟୁରୋ: ଆଇଏଲଏସର ଅନୁଧ୍ୟାନରୁ ମିଳିଲା ତଥ୍ୟ । ଓଡିଶାରେ ୯୮% ଓମିକ୍ରନ୍ ଭୂତାଣୁ । ତେବେ ଏହା ଏଥିପାଇଁ କୁହାଯାଉଛି, କାହିଁକି ନା ଆଇଏଲଏସ ୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା । ସେଥିରୁ ୨୩୫ଟି ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ତେବେ ୨୩୫ଟି ଓମିକ୍ରନ୍ ସଂକ୍ରମିତଙ୍କ ଭିତରୁ ୨୧୭ଟି ହେଉଛି ବିଏ.୨ ଭୂତାଣୁ । ସେହିପରି ୧୨ଟି ବିଏ.୧.୧ ଭୂତାଣୁ ଓ ୬ଟି ବିଏ.୧ ଭୂତାଣୁ ବୋଲି ଆଇଏଲଏସ୍ ସୂଚନା ଦେଇଛି । ତେବେ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ମଧ୍ୟରେ ଏହି ସବୁ ନମୁନା ସଂଗ୍ରହ ହୋଇଥିଲା ବୋଲି ସୂଚନା ମିଳିଛି ।
ଓଡିଶାରେ ୯୮% ଓମିକ୍ରନ୍ ଭୂତାଣୁ
ଆଇଏଲଏସର ଅନୁଧ୍ୟାନରୁ ମିଳିଲା ତଥ୍ୟ
୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା ଆଇଏଲଏସ୍
ସେଥିରୁ ୨୩୫ଟି ଓମିକ୍ରନ୍ ଭୂତାଣୁ
୨୩୫ ଭିତରୁ ୨୧୭ଟି ହେଉଛି ବିଏ.୨ ଭୂତାଣୁ
୧୨ଟି ବିଏ.୧.୧ ଭୂତାଣୁ ଓ ୬ଟି ବିଏ.୧ ଭୂତାଣୁ
ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ମଧ୍ୟରେ ନମୁନା ସଂଗ୍ରହ ହୋଇଥିଲା #OmicronVariantpic.twitter.com/2yTXGJHGX0— Kanak News (@kanak_news) February 10, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/34-10.jpg)