କନକ ବ୍ୟୁରୋ : ମେଘନାଦ ପାଚେରୀର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପରେ ଏବେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର । ଜଗନ୍ନାଥ ମନ୍ଦିରର ଏଭଳି ସୁନ୍ଦରତା ହୁଏତ ପୂର୍ବରୁ କେବେ ଦେଖିନଥିବେ । ମେଘନାଦ ପାଚେରୀର ଚାରିପାଖରେ ଥିବା ଗଛ ଗୁଡିକ ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରୁଛି । ଦେଖନ୍ତୁ ଉଚ୍ଛେଦ ପରେ ମନ୍ଦିରର କିଛି ଝଲକ ।
କି ସୁନ୍ଦର ଦିଶୁଛି ଶ୍ରୀମନ୍ଦିର
ଉଚ୍ଛେଦ ପରେ ଏମିତି ଦିଶୁଛି ଶ୍ରୀକ୍ଷେତ୍ର
ଉଚ୍ଚ ଆକାଶରୁ ମନ ଜିଣୁଛି ମନ୍ଦିର
ବାଦଲ ଭସା ଆକାଶ,ବଡଦାଣ୍ଡ ଆଉ ବଡମନ୍ଦିର
ଗଛ ବଢିଛି, ଶୋଭା ବଢାଉଛି
ସଫା ଦିଶୁଛି ଶ୍ରୀକ୍ଷେତ୍ର
Follow Us