କନକ ବ୍ୟୁରୋ : ମେଘନାଦ ପାଚେରୀର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପରେ ଏବେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର । ଜଗନ୍ନାଥ ମନ୍ଦିରର ଏଭଳି ସୁନ୍ଦରତା ହୁଏତ ପୂର୍ବରୁ କେବେ ଦେଖିନଥିବେ । ମେଘନାଦ ପାଚେରୀର ଚାରିପାଖରେ ଥିବା ଗଛ ଗୁଡିକ ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରୁଛି । ଦେଖନ୍ତୁ ଉଚ୍ଛେଦ ପରେ ମନ୍ଦିରର କିଛି ଝଲକ ।
କି ସୁନ୍ଦର ଦିଶୁଛି ଶ୍ରୀମନ୍ଦିର
ଉଚ୍ଛେଦ ପରେ ଏମିତି ଦିଶୁଛି ଶ୍ରୀକ୍ଷେତ୍ର
ଉଚ୍ଚ ଆକାଶରୁ ମନ ଜିଣୁଛି ମନ୍ଦିର/kanak/media/post_attachments/wp-content/uploads/2019/09/69887325_2329111600736268_7159508481530134528_n.jpg)
ବାଦଲ ଭସା ଆକାଶ,ବଡଦାଣ୍ଡ ଆଉ ବଡମନ୍ଦିର
ଗଛ ବଢିଛି, ଶୋଭା ବଢାଉଛି
ସଫା ଦିଶୁଛି ଶ୍ରୀକ୍ଷେତ୍ର/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/PURI-GFX.jpg)