୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା ।

Advertisment
୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା ।

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ମଂଚେଶ୍ୱରରେ ସମସ୍ତ ପଦାଧିକାରି ଓ ଜିଲ୍ଲା ସଭାପତିଙ୍କୁ ନେଇ ଆଲୋଚନା ଚାଲିଛି । ବିଜେପି ଓ ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଠକରେ ଉପସ୍ଥିତ ଅଛନ୍ତି । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା କରିଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe