ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ

Advertisment
ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ

କନକ ବ୍ୟୁରୋ: ନବୀନ ନିବାସରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ବରିଷ୍ଠ ନେତାଙ୍କ ଭିତରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ମୁଦୁଲି, ପ୍ରଣବ ବଳବନ୍ତ ରାୟ, ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଅମରେଶ ଜେନା, ଶର୍ମିଷ୍ଠା ସେଠୀ, ପ୍ରମିଳା ମଲ୍ଲିକ, ଦେବୀ ରଂଜନ ତ୍ରିପାଠୀ, ଈଶ୍ୱର ପାଣିଗ୍ରାହୀ, ପ୍ରିତି ରଂଜନ ଘଡାଇ, ରବି ଜେନା, ସୁଧୀର ସାମଲ, ବ୍ୟୋମକେଶ ରାୟ, ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ, ଅରୁଣ ସାହୁ, ସସ୍ମିତ ପାତ୍ର, ଦେବୀ ମିଶ୍ର, ରାଜା ସ୍ୱାଇଁ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ, ମାନସ ମଙ୍ଗରାଜଙ୍କ ଭଳି ବହୁ ବଡ ବଡ ଚେହେରା । କୁହାଯାଉଛି ଆଗାମୀ ନିର୍ବାଚନ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe