ଯୌନ ଶୋଷଣ ମାମଲା : ମୁମ୍ୱାଇର ଭରସୋବା ଥାନାରେ ହାଜର ହେଲେ ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ; ଅଭିନେତ୍ରୀ ପାୟଲ ଘୋଷଙ୍କ ମାମଲା ରୁଜ୍ଜୁ ପରେ ହାଜର ହେବାକୁ ସମନ କରିଥିଲା ପୋଲିସ

Advertisment
ଯୌନ ଶୋଷଣ ମାମଲା : ମୁମ୍ୱାଇର ଭରସୋବା ଥାନାରେ ହାଜର ହେଲେ ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ; ଅଭିନେତ୍ରୀ ପାୟଲ ଘୋଷଙ୍କ ମାମଲା ରୁଜ୍ଜୁ ପରେ ହାଜର ହେବାକୁ ସମନ କରିଥିଲା ପୋଲିସ

କନକ ବ୍ୟୁରୋ : ବଲିଉଡରେ ଯୌନ ଶୋଷଣ ମାମଲା । ଥାନାରେ ହାଜର ହେଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଅଭିନେତ୍ରୀ ପାୟଲ ଘୋଷ ଥାନାରେ ମାମଲା ରୁଜୁ କରିବା ପରେ ହାଜର ହେବା ପାଇଁ ପୋଲିସ ତାଙ୍କୁ ସମନ ଜାରି କରିଥିଲା । ଏହି ସମନ ପାଇବା ପରେ ଆଜି ଅନୁରାଗ କାଶ୍ୟପ ମୁମ୍ୱାଇର ଭରସୋବା ପୋଲିସ ଥାନାରେ ହାଜର ହୋଇଛନ୍ତି ।

publive-image

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ । ବର୍ତ୍ତମାନ ପୁରା ବଲିଉଡ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦୀୟ ହୋଇଥିବା ବେଳେ ପାୟଲ ଘୋଷଙ୍କ ଯୌନ ନିର୍ଯାତନା ଅଭିଯୋଗ ବଲିଉଡରେ ନୂଆ ବିବାଦ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe