କନକ ବ୍ୟୁରୋ : ବଲିଉଡରେ ଯୌନ ଶୋଷଣ ମାମଲା । ଥାନାରେ ହାଜର ହେଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଅଭିନେତ୍ରୀ ପାୟଲ ଘୋଷ ଥାନାରେ ମାମଲା ରୁଜୁ କରିବା ପରେ ହାଜର ହେବା ପାଇଁ ପୋଲିସ ତାଙ୍କୁ ସମନ ଜାରି କରିଥିଲା । ଏହି ସମନ ପାଇବା ପରେ ଆଜି ଅନୁରାଗ କାଶ୍ୟପ ମୁମ୍ୱାଇର ଭରସୋବା ପୋଲିସ ଥାନାରେ ହାଜର ହୋଇଛନ୍ତି ।
ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ । ବର୍ତ୍ତମାନ ପୁରା ବଲିଉଡ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦୀୟ ହୋଇଥିବା ବେଳେ ପାୟଲ ଘୋଷଙ୍କ ଯୌନ ନିର୍ଯାତନା ଅଭିଯୋଗ ବଲିଉଡରେ ନୂଆ ବିବାଦ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/9.jpg)
/kanak/media/post_attachments/wp-content/uploads/2020/10/EjOCqAKVoAAyP6Z.jpg)