କନକ ବ୍ୟୁରୋ : କଟକରେ ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର । ସ୍ୱାସ୍ଥ୍ୟ ବିଭାଗ କଲା ଚଢାଉ । ବାଦାମବାଡି ଅଞ୍ଚଳରେ ରହିଛି ଏହି ଲିଙ୍ଗ ନିରୂପଣ କେନ୍ଦ୍ର । ବେଆଇନ୍ କାମର ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ଚଢାଉ ବେଳେ ଆପତିଜନକ ଯନ୍ତ୍ରପାତି ଜବତ କରିଥିବା ସୂଚନା ରହିଛି ।

Advertisment