ଇଲିଆନା ଡିକ୍ରୁଜଙ୍କ ବିକିନି ପିନ୍ଧା ଭିଡିଓ ଭାଇରାଲ

ଇଲିଆନା ଡିକ୍ରୁଜଙ୍କ ବିକିନି ପିନ୍ଧା ଭିଡିଓ ଭାଇରାଲ

source-http://navbharattimes.indiatimes.com/

ରୁସ୍ତମ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡିଓ ଅପଲୋଡ କରଛନ୍ତି । ଏହି ଭିଡିଓ ଇଂଟରନେଟରେ ଖୁବ୍ ଭାଇରାଲ ସାଜିଛି । ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ଇଲିଆନା ଡିକ୍ରୁଜ ବିକିନିରେ ଦେଖା ଦେଇଛନ୍ତି ଏହି ଭିଡିଓରେ । ସେ ସ୍ୱିମିଙ୍ଗ ପୁଲରେ ବିକିନି ପିନ୍ଧି ବିଲକୁଲ ଏକ ଜଳପରୀ ଭଳି ଲାଗୁଛନ୍ତି । ନିଜ ଜନ୍ମଦିନରେ ଏହି ଭିଡିଓ ସୁଟ କରି ନିଜ ପ୍ରଂଶସକ ମାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ବୋଲି ସୂଚନା ମିଳିଛି ।
ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe