ଓଏଏ ଜମି ଜବରଦଖଲ ମାମଲା :ପୂର୍ବ ଆଦେଶ ବଳବତର ରଖିଲେ ସୁପ୍ରିମକୋର୍ଟ

Advertisment
ଓଏଏ ଜମି ଜବରଦଖଲ ମାମଲା :ପୂର୍ବ ଆଦେଶ ବଳବତର ରଖିଲେ ସୁପ୍ରିମକୋର୍ଟ

ଓଏଏ ଜମି ଜବରଦଖଲ ମାମଲା । ପୂର୍ବ ଆଦେଶ ବଳବତର ରଖିଲେ ସୁପ୍ରିମକୋର୍ଟ । ଜୁଲାଇ ୧୩ରେ ପରବର୍ତୀ ଶୁଣାଣୀ କରାଯିବ । ଓଡିଶା ଅଲମ୍ପିକ ଆସୋସିଏସନ୍ ଠାରୁ ଦୂରେଇ ରହିବାକୁ ଆର୍ଶୀବାଦଙ୍କୁ ନିଦେ୍ର୍ଦଶ ଥିଲା । ଆଶୀର୍ବାଦଙ୍କ ସ୍ଥାନରେ ଆସୋସିଏସନ୍ ର ଯୁଗ୍ମ ସଂପାଦକ ରବୀନ୍ଦ୍ର ସେଠୀ ଦାୟିତ୍ୱ ତୁଲାଉଛନ୍ତି । ସରକାରୀ ଜମି ଜବରଦଖଲ କରି ବ୍ୟବସାୟିକ କାର୍ଯ୍ୟରେ ଲଗାଇବା ନେଇ ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଥିଲା ତନାଘନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe