ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ

Advertisment
ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ

କନକ ବ୍ୟୁରୋ : ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କରେ ରହି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ । ଦୋଷୀଙ୍କୁ ସେହି ଆଧାରରେ ଦଣ୍ଡ ମଧ୍ୟ ଦିଆଯିବ ବୋଲି କୋର୍ଟ କହିଛନ୍ତି । ଏକ ଆବେଦନ ଉପରେ ଶୁଣାଣୀ କରି ଏଭଳି କିଛି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏଥିସହ ଅଭିଯୁକ୍ତ ସ୍ୱାମୀ ବିରୋଧରେ ଦାୟର ମାମଲାକୁ ଖାରଜ କରିବାକୁ କୋର୍ଟ ମନା କରିଛନ୍ତି । ଜଷ୍ଟିସ ନିତିନ ସାମ୍ବେ ଓ ଜଷ୍ଟିସ ରାଜେଶ ପାଟିଲଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe