image courtesy - www.newsx.com
ଗତ ଗୁରୁବାର ଫେବ୍ରୁଆରୀ ୧୪ରେ ସମଗ୍ର ଦେଶକୁ ସ୍ତବ୍ଧ କରିଥିଲା ପୁଲଓ୍ଵାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଘଟାଇଥିବା ହାମଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ୍ ହେବା ସହ ଏକାଧିକ ଯବାନ ଆହତ ହୋଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯିବା ସହ ପାକିସ୍ତାନର ମୂଳ ପୋଛ କରିବାର ଦାବି କରିବାକୁ ଲାଗିଥିଲେ ।
/kanak/media/post_attachments/wp-content/uploads/2019/02/pak-flag-300x157.jpg) ବିଶ୍ୱର ଅନ୍ୟ ରାଷ୍ଟ୍ର ସମୂହ ମଧ୍ୟ ବେଶ୍ ଶାଣିତ ଢ଼ଙ୍ଗରେ ନିନ୍ଦା କରିଥିଲେ ପାକିସ୍ତାନର । ଏବେ ସୋସିଆଲ ମିଡିଆରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗୁଗଲ ସର୍ଚ୍ଚକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଗୁଗଲରେ ‘ବେଷ୍ଟ ଟଏଲେଟ୍ ପେପର’ ସର୍ଚ୍ଚ କଲେ ପାକିସ୍ତାନର ଜାତୀୟ ପତାକା ଆସୁଥିବା ଦେଖା ଯାଇଛି । ଯାହାର ସ୍କ୍ରିନସଟ୍ ନେଇ ଏବେ ଲୋକମାନେ ସେୟାର କରିବାରେ ଲାଗି ପଡ଼ିଛନ୍ତି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନେ ମଧ୍ୟ ପାକିସ୍ତାନର ଏଭଳି କାମ ସହ ମସୁଦ ଅଜହରଙ୍କ ଭଳି ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ପାକିସ୍ତାନର ତୀବ୍ର ନିନ୍ଦା କରିଛନ୍ତି ।
ବିଶ୍ୱର ଅନ୍ୟ ରାଷ୍ଟ୍ର ସମୂହ ମଧ୍ୟ ବେଶ୍ ଶାଣିତ ଢ଼ଙ୍ଗରେ ନିନ୍ଦା କରିଥିଲେ ପାକିସ୍ତାନର । ଏବେ ସୋସିଆଲ ମିଡିଆରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗୁଗଲ ସର୍ଚ୍ଚକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଗୁଗଲରେ ‘ବେଷ୍ଟ ଟଏଲେଟ୍ ପେପର’ ସର୍ଚ୍ଚ କଲେ ପାକିସ୍ତାନର ଜାତୀୟ ପତାକା ଆସୁଥିବା ଦେଖା ଯାଇଛି । ଯାହାର ସ୍କ୍ରିନସଟ୍ ନେଇ ଏବେ ଲୋକମାନେ ସେୟାର କରିବାରେ ଲାଗି ପଡ଼ିଛନ୍ତି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନେ ମଧ୍ୟ ପାକିସ୍ତାନର ଏଭଳି କାମ ସହ ମସୁଦ ଅଜହରଙ୍କ ଭଳି ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ପାକିସ୍ତାନର ତୀବ୍ର ନିନ୍ଦା କରିଛନ୍ତି । 
/kanak/media/post_attachments/wp-content/uploads/2019/02/best-toilet-paper-in-the-world-300x157.png) ବେଷ୍ଟ ଟଏଲେଟ୍ ପେପର ଖବର ପ୍ରସାର ହେବା ପରେ ଟୁଇଟର ବ୍ୟବହାରକାରୀମାନେ ଏହାକୁ ସେୟାର କରି ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ବ୍ୟବହାରକାରୀମାନେ ଗୁଗଲର ଏପରି କାମକୁ ପ୍ରଶଂସା କରିବା ସହ ପାକିସ୍ତାନକୁ ଏହା ଠାରୁ ଆହୁରି ଅଧିକ ଅସମ୍ମାନିତ କରାଯିବା ସହ ଆତଙ୍କବାଦୀମାନଙ୍କ ବିନାଶ କରାଯାଉ ବୋଲି ଦାବି କରିଛନ୍ତି ।
ବେଷ୍ଟ ଟଏଲେଟ୍ ପେପର ଖବର ପ୍ରସାର ହେବା ପରେ ଟୁଇଟର ବ୍ୟବହାରକାରୀମାନେ ଏହାକୁ ସେୟାର କରି ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ବ୍ୟବହାରକାରୀମାନେ ଗୁଗଲର ଏପରି କାମକୁ ପ୍ରଶଂସା କରିବା ସହ ପାକିସ୍ତାନକୁ ଏହା ଠାରୁ ଆହୁରି ଅଧିକ ଅସମ୍ମାନିତ କରାଯିବା ସହ ଆତଙ୍କବାଦୀମାନଙ୍କ ବିନାଶ କରାଯାଉ ବୋଲି ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/02/Pakistan-flag.jpg)