୫ ଦଫା ଦାବି ପୂରଣ ନହେଲେ ବନ କର୍ମଚାରୀଙ୍କ ଆନ୍ଦୋଳନ, ୧୦ରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ

Advertisment
୫ ଦଫା ଦାବି ପୂରଣ ନହେଲେ ବନ କର୍ମଚାରୀଙ୍କ ଆନ୍ଦୋଳନ, ୧୦ରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ

କନକ ବ୍ୟୁରୋ: କାଲିଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ । ପାଟ୍ରୋଲିଂ ଏବଂ ଅନ୍ୟ କାମରେ ସାମିଲ ହେବେ ନାହିଁ କର୍ମଚାରୀ । ୫ ଦଫା ଦାବି ପୂରଣ ନହେଲେ ଛୁଟିରେ ଯିବାକୁ ଚେତାବନୀ ଦେଇଛି ସଂଘ । ଆସନ୍ତା ୧୦ ତାରିଖରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଲା ସଂଘ । ଏନେଇ ବନସେବା ସଂଘ ସଭାପତି ଜଗବନ୍ଧୁ ପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe