image courtesy-https://thewire.in
କନକ ବ୍ୟୁରୋ : ସେନାମୁଖ୍ୟ ବିପିନ ରାୱତଙ୍କ ବଡ଼ ବୟାନ । ସରକାର ନିଷ୍ପତି ନେଲେ ପାକ୍ ଅଧିକୃତ କାଶ୍ମୀର, ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ । ସେନାମୁଖ୍ୟ କହିଛନ୍ତି ଯେ, ଏପ୍ରସଙ୍ଗରେ ସରକାର ନିଷ୍ପତି ନେବେ । ଯଦି ସରକାର ଚାହିଁବେ, ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ ବୋଲି ରାୱତ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପିଓକେ ଉପରେ ଦେଇଥିବା ବୟାନ ଉପରେ ପ୍ରଶ୍ନ ପଚରାଯିବା ପରେ ସେନାମୁଖ୍ୟ ଏହା କହିଛନ୍ତି ।
Follow Us
/kanak/media/post_attachments/wp-content/uploads/2018/09/bipin-rawat.jpg)