ଆଜିଠୁ ଆରମ୍ଭ ହେବ ଆଇସିଏସଇ ବୋର୍ଡ ପରୀକ୍ଷା : ଓଡିଶାରୁ ପ୍ରାୟ ୬୨୦୦ ପିଲା ପରୀକ୍ଷା ଦେବେ

Advertisment
ଆଜିଠୁ ଆରମ୍ଭ ହେବ ଆଇସିଏସଇ ବୋର୍ଡ ପରୀକ୍ଷା : ଓଡିଶାରୁ ପ୍ରାୟ ୬୨୦୦ ପିଲା ପରୀକ୍ଷା ଦେବେ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଆଇସିଏସଇ ବୋର୍ଡ ପରୀକ୍ଷା । ଓଡିଶାରୁ ପ୍ରାୟ ୬୨୦୦ ପିଲା ପରୀକ୍ଷା ଦେବେ । ଏଥିପାଇଁ ଓଡିିଶାରେ ଥିବା ସ୍କୁଲଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ପରୀକ୍ଷାର ସୁପରିଚାଳନା ପାଇଁ ହଲଗୁଡିକରେ ସିସିଟିଭି ମଧ୍ୟ ଲଗାଯାଇଛି । ପୁର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହେବ । ଆଗାମୀ ୨୧ ତାରିଖ ଯାଏଁ ପରୀକ୍ଷା ଚାଲିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe