କନକ ବ୍ୟୁରୋ : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳଳ କରିଛନ୍ତି ରାଜ୍ୟ ସରକାର । ପର୍ଯ୍ୟଟନ ସଚିବ ବିଶାଳ ଦେବ ହେବେ ଅର୍ଥ ସଚିବ । ସେହିପରି ଅର୍ଥସଚିବ ଅଶୋକ ମୀନା ହେବେ ପଂଚାୟତ ରାଜ ସଚିବ । ପଂଚାୟତରାଜ ଓ ପାନୀୟଜଳ ବିଭାଗ ସଚିବ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗରେ ନୂଆ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର ଜିଏ ଡିପାର୍ଟମେଂଟ ସଚିବ ଭାବେ ଦାୟୀତ୍ୱ ତୁଲାଇବେ । ଆର ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସହ ସ୍ପୋର୍ଟ୍ସ ଓ ୟୁଥ୍ ବିଭାଗର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି ।
ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳଳ : ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?
/kanak/media/post_attachments/wp-content/uploads/2021/07/28-14.jpg)