ତୁଟିଲା କୋରାପୁଟ କଂଗ୍ରେସ କଳି : ଅଭିଯୋଗର ସ୍ୱର ନରମ କରି ତାରା କହିଲେ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୋ ବଡଭାଇ ପରି

ତୁଟିଲା କୋରାପୁଟ କଂଗ୍ରେସ କଳି : ଅଭିଯୋଗର ସ୍ୱର ନରମ କରି ତାରା କହିଲେ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୋ ବଡଭାଇ ପରି

କନକ ବ୍ୟୁରୋ : ତୁଟିଲା କୋରାପୁଟ କଂଗ୍ରେସ କଳି । ଅଭିଯୋଗର ସ୍ୱର ନରମ କରି ତାରାପ୍ରସାଦ ବାହିନୀପତି କହିଛନ୍ତି, ପିସିସି ସଭାପତି ନିରଂଜନ ପଟ୍ଟନାୟକ ତାଙ୍କ ବଡଭାଇ ପରି । ଏବଂ ଗୋଟିଏ ପରିବାର ଏବଂ ତାଙ୍କୁ ଅଯୋଗ୍ୟ କହିବାର ନଥିଲା ବୋଲି କହିବା ସହ ଅଭିମାନରେ ମନ୍ତବ୍ୟ ଦେଇଥିଲେ ବୋଲି କହିଛନ୍ତି ତାରା । କେବଳ ଏତିକି ନୁହେଁ ତାଙ୍କ ନେତୃତ୍ୱରେ ଆଗେଇ ଯିବୁ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe