ଚତୁର୍ଥ ସ୍ଥାନ ପାଇଁ ଲଢେଇ : ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ଦଳ । 

66

କନକ ବ୍ୟୁରୋ : ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିବେ । ଏହି ମ୍ୟାଚ ଜିତିବାକୁ ହେଲେ ପଞ୍ଜାବକୁ ବଡ ସ୍କୋର କରିବାକୁ ହେବ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଚତପର୍ଥ ସ୍ଥାନରେ ଯୋଗ୍ୟତା ହାସଲ ପାଇଁ ଏହି ଦୁଇ ଦଳ ଆଜି ଲଢେଇ କରିବେ ।

Comments are closed.