କନକ ବ୍ୟୁରୋ : ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିବେ । ଏହି ମ୍ୟାଚ ଜିତିବାକୁ ହେଲେ ପଞ୍ଜାବକୁ ବଡ ସ୍କୋର କରିବାକୁ ହେବ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଚତପର୍ଥ ସ୍ଥାନରେ ଯୋଗ୍ୟତା ହାସଲ ପାଇଁ ଏହି ଦୁଇ ଦଳ ଆଜି ଲଢେଇ କରିବେ ।
ଚତୁର୍ଥ ସ୍ଥାନ ପାଇଁ ଲଢେଇ : ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ଦଳ ।
/kanak/media/post_attachments/wp-content/uploads/2020/10/933249-kings-xi-punjab-vs-sunrisers-hyderabad.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)