ବିଧାନସଭାରେ କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ତାତି । ପ୍ରଶ୍ନକାଳ ଆରମ୍ଭରୁ ଆସନ ଛାଡିଲେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା

146

କନକ ବ୍ୟୁରୋ: ବିଧାନସଭାରେ କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ତାତି । ଆରମ୍ଭରୁ ଚାଲିପାରିଲାନି ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ନିଜ ଆସନ ଛାଡି ଗୃହରେ ପ୍ରତିବାଦ କଲେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଗୃହରେ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି ବିଡିଓଙ୍କ ବିରୋଧରେ ଅଭିଯୋଗ ରହିଛି । ବ୍ଲକ ସମ୍ମୁଖରେ ସରପ୍ଜକ୍ଟ୍ର, ସମିତି ସଭ୍ୟ, ସାଧାରଣ ଲୋକ ୫ ଦିନ ଧରି ଧାରଣାରେ ଦେଉଛନ୍ତି । ବିଡିଓ କାହାରି କଥା ଶୁଣୁନଥିବା କହିଛନ୍ତି ।