ଦର୍ଲିପାଲିର ଦାନବ ! ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ଜାଳିଲା ସ୍ୱାମୀ

Advertisment
ଦର୍ଲିପାଲିର ଦାନବ ! ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ଜାଳିଲା ସ୍ୱାମୀ

କନକ ବ୍ୟୁରୋ :  ସ୍ୱାମୀ ବନିଲା ସଇତାନ । ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲିରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ସ୍ୱାମୀ ଜାଳିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ୩ ଜଣଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତି କରାଯାଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଘଟଣା ପରେ ଫେରାର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe