ପେସା ଆଇନ ଲାଗୁ କରିବାକୁ ଦାବି : ଲୋୟର ପିଏମଜିରେ ନିଆରା ପ୍ରତିବାଦ; ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର

Advertisment
ପେସା ଆଇନ ଲାଗୁ କରିବାକୁ ଦାବି : ଲୋୟର ପିଏମଜିରେ ନିଆରା ପ୍ରତିବାଦ; ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ନିଆରା ପ୍ରତିବାଦ । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର । ଓଡ଼ିଶାରେ ପେସା ଆଇନ ଲାଗୁ କରିବାକୁ ଦାବି କରଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଆଦିବାସୀ ବହୁଳ ଅଂଚଳରେ ପେସା ଆଇନ ଲାଗୁ ଦାବିରେ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଛି ।  ରାଜ୍ୟ ସରକାର ପେସା ଆଇନ ଲାଗୁ ନକରି ପ୍ରତାରଣା କରୁଥିବା ଆନ୍ଦୋଳନକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe