କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ନିଆରା ପ୍ରତିବାଦ । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର । ଓଡ଼ିଶାରେ ପେସା ଆଇନ ଲାଗୁ କରିବାକୁ ଦାବି କରଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଆଦିବାସୀ ବହୁଳ ଅଂଚଳରେ ପେସା ଆଇନ ଲାଗୁ ଦାବିରେ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଛି । ରାଜ୍ୟ ସରକାର ପେସା ଆଇନ ଲାଗୁ ନକରି ପ୍ରତାରଣା କରୁଥିବା ଆନ୍ଦୋଳନକାରୀ କହିଛନ୍ତି ।
ପେସା ଆଇନ ଲାଗୁ କରିବାକୁ ଦାବି : ଲୋୟର ପିଏମଜିରେ ନିଆରା ପ୍ରତିବାଦ; ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ ପରିବାର
/kanak/media/post_attachments/wp-content/uploads/2023/09/vlcsnap-2023-09-26-12h34m09s542.jpg)