କନକ ବ୍ୟୁରୋ: ବ୍ରାଜିଲରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ଶହେ ଲୋକଙ୍କ ଜୀବନ ଯାଇଛି । ବନ୍ୟା ପରେ ଭୂସ୍ଖଳନ ଯୋଗୁଁ ପେଟ୍ରୋପୋଲିସ୍ ସହରରେ କାଦୁଅ ମାଡ଼ି ଯାଇଥିବା ଦେଖିବାକୁ ମିଳିଛି । ମାଟି ଅତଡ଼ା ଭିତରେ ଫଶି ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏବେ ବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ସହରରେ ଅନେକ ଘର ଏବେ ବି ପାଣି ଘେରରେ ଅଛି । ପ୍ରାୟ ୫ ଶହ ଲୋକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ସେନା ମଧ୍ୟ ନିୟୋଜିତ ହୋଇଛି । ଲଗାତର ବର୍ଷା ପରେ ଏପରି ସ୍ଥିତି ଉପୁଜିଛି ।
ବ୍ରାଜିଲ ଭୟାନକ ବନ୍ୟା ଓ ଭୂସ୍ଖଳନରେ ଚାଲିଗଲା ପ୍ରାୟ ଶହେ ଜୀବନ । ସହର ଭିତରକୁ ପଶିଆସିଲା କାଦୁଅର ସୁଅ
/kanak/media/post_attachments/wp-content/uploads/2022/02/30-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)