କନକ ବ୍ୟୁରୋ: ଫସଲ ବୀମା ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ବରଗଡ ଜିଲ୍ଲାର ଅତାବିରା ଓ ଭେଡେନ ବ୍ଳକର ଚାଷୀ ମାନେ ଜିଳ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଫସଲବୀମାରୁ ନେଇ ଇନପୁଟ ସବସିଡ ମିିଳିବା ବିଳମ୍ବ ହେଉଥିବାରୁ ଚାଷୀ ମାନେ ବିରୋଧ କରି ବିକ୍ଷୋଭ କରିଛନ୍ତି । ଗତ ରବି ଋତୁରେ କୁଆପଥର ମାଡ ସହିତ ବିଭିନ୍ନ ରୋଗପୋକ ଲାଗିବା କାରଣରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଯାହାପାଇଁ ଗାତର ଭାବେ କ୍ଷତିରେ ପଡିଛନ୍ତି ଚାଷୀ ମାନେ ।
ବରଗଡରେ ପୁଣି ତେଜିଲା ଚାଷୀ ଆନ୍ଦୋଳନ: ଫସଲବୀମା ଓ ଇନପୁଟ୍ ସବସିଡିକୁ ନେଇ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଶତାଧିକ ଚାଷୀ
/kanak/media/post_attachments/wp-content/uploads/2023/11/15-8.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)