ସଂଯୁକ୍ତ ରାଷ୍ଟ୍ରର ମହାସଭାରେ ୧୦ ଡିସେମ୍ବର ୧୯୪୮ ମସିହାରେ ମାନବ ଅଧିକାରର ସାର୍ବଭୌମିକତା ଘୋଷଣାକୁ ଆଗତ କରିଥିଲେ । କିନ୍ତୁ ୪ ଡିସେମ୍ବର ୧୯୫୦ ମସିହାରେ ସଂଯୁକ୍ତ ରାଷ୍ଟ୍ର ନିଜର ସବୁ ରାଜ୍ୟ ଓ ଅନ୍ୟ ସଂଗଠନକୁ େଓøପଚାରିକ ଭାବରେ ମାନବ ଅଧିକାର ଦିବସକୁ ସ୍ଥାପନା କରିବାକୁ ଆମନ୍ତ୍ରଣ କରିଥିଲେ । ଏହା ସମସ୍ତ ଦେଶ ପାଇଁ ଉପଲବ୍ଧ ବୋଲି ଘୋଷଣା କରାଯାଇଥିଲା । ଏହାଦ୍ୱାରା ବ୍ୟକ୍ତି ଓ ସମାଜକୁ ପ୍ରଗତିଶୀଳ ଉପାୟର ଉନ୍ନତି କରିହେବ ।

Advertisment

publive-image

ଅନ୍ତରାଷ୍ଟ୍ରୀୟ ସାର୍ବଭୌମିକ, ପ୍ରଭାବି ମାନ୍ୟତା, ସମସ୍ତ ପ୍ଲାନକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଏହା ସହଯୋଗ କରିଥାଏ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଡିସେମ୍ବର ୧୦ କୁ ବିଶ୍ୱ ମାନବ ଅଧିକାର ଦିବସ ରୁପେ ପାଳନ କରାଯାଏ । ଏହା ଲୋକଙ୍କୁ ଲୋକଙ୍କର ଅଧିକାର ପାଇଁ ସାମ୍ନା କରିବାକୁ ଆହ୍ୱାନ ଦେଇଥାଏ । ସରକାରୀ ଓ ବେସରକାରୀ ସଂଗଠନ, ନାଗରିକ ସଂଗଠନ ଏହି ଆୟୋଜନରେ ଭାଗ ନେଇ ଏହାକୁ ସ୍ୱାଗତ କରିଥିଲେ । ଏହି ଦିନକୁ ମାନବ ଅଧିକାର ବିଷୟରେ ବୈଠକ, ସମାଲୋଚନା, ପ୍ରଦର୍ଶନୀ ଓ ଚର୍ଚ୍ଚା କରି ଆୟୋଜନ କରାଯାଇଥାଏ ।