ନିଶା ବେପାରୀ ଘରୁ ବିପୁଳ ଟଙ୍କା ଓ ସୁନା ଜବତ: ମିଳିଲା ୭୫ ଲକ୍ଷ ଟଙ୍କା, ୮ କେଜି ସୁନା

282

କନକ ବ୍ୟୁରୋ: ଖଲ୍ଲିକୋଟ ଖଜାପଲ୍ଲୀରେ ପୋଲିସ ଓ ଅବକାରୀ ବିଭାଗର ଚଢାଉ । ନିଶା ବେପାରୀ ଘରୁ ବିପୁଳ ଟଙ୍କା ଓ ସୁନା ଜବତ । ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ସହ ୮ କେଜିରୁ ଅଧିକ ସୁନା ଜବତ ହୋଇଛି । ଏହାସହ ୩୪ କେଜିର ଗଞ୍ଜେଇ ସହ ୧୦ କେଜିର ଅଫିମ ଜବତ ହୋଇଛି । ସମ୍ପୃକ୍ତ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।