ପାକିସ୍ଥାନ ସରକାରଙ୍କ ଗ୍ରିନ ସିଗନାଲ ! ରିଲିଜ ହେବ ରଇସ ଓ କାବିଲ

ପାକିସ୍ଥାନ ସରକାରଙ୍କ ଗ୍ରିନ ସିଗନାଲ ! ରିଲିଜ ହେବ ରଇସ ଓ କାବିଲ

source: ibtimes.co.in

ପାକିସ୍ଥାନରେ ରିଲିଜ ହେବ ରଇସକାବିଲ । ଏହି ଦୁଇ ସିନେମା ରିଲିଜ ହେବା ନେଇ ପାକିସ୍ଥାନ ସରକାର ଗ୍ରିନ ସିଗନାଲ ଦେଇଛନ୍ତି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏହି ସିନେମାର ରିଲିଜ ନେଇ ଅନୁମତି ଦେଇଛନ୍ତି ।

ତେବେ ଆଜି କାବିଲ ରିଲିଜ ହେବାକୁ ଥିବାବେଳେ ରଇସ ଆସନ୍ତା ସପ୍ତାହରେ ରିଲିିଜ ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe