ପାକିସ୍ଥାନରେ ରିଲିଜ ହେବ ରଇସ ଓ କାବିଲ । ଏହି ଦୁଇ ସିନେମା ରିଲିଜ ହେବା ନେଇ ପାକିସ୍ଥାନ ସରକାର ଗ୍ରିନ ସିଗନାଲ ଦେଇଛନ୍ତି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏହି ସିନେମାର ରିଲିଜ ନେଇ ଅନୁମତି ଦେଇଛନ୍ତି ।
ତେବେ ଆଜି କାବିଲ ରିଲିଜ ହେବାକୁ ଥିବାବେଳେ ରଇସ ଆସନ୍ତା ସପ୍ତାହରେ ରିଲିିଜ ହେବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/raeesvskaabil.jpg)