ହ୍ରିତିକ-ଅକ୍ଷୟ ଟକ୍କର

15

ବଲିଉଡ ବକ୍ସ ଅଫିସରରେ ହ୍ରିତିକ ରୋଶନ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ପରସ୍ପରକୁ ଟକ୍କର ଦେଇପାରେ ।ଏହି ଦିନରେ ହ୍ରିତିକ ଆଶୁତୋଷ ଗୋବାରିକରଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ମହେଞ୍ଜୋଦାରୋରେ କାମ କରୁଛନ୍ତି । ସେପଟେ ନୀରଜ ପାଣ୍ଡେୟଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ରୁସ୍ତମରେ ବ୍ୟସ୍ତ ଅଛନ୍ତି ଅକ୍ଷୟ । ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ପର୍ଯ୍ୟବେଶିତ ହେଉଛି । ୧୨ ଅଗଷ୍ଟରେ ଉଭୟ ଫିଲ୍ମ ରିଲିଜ ହେବ ବୋଲି ଜଣାପଡିଛି । ଏକା ଦିନରେ ଏହି ଦୁଇଟି ଫିଲ୍ମ ରିଲିଜ ବେହାକୁ ଥିବା ବେଳେ ପରସ୍ପରକୁ ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।