ଅଫିସର ଛୋଟବଡ଼ କାମ ପାଇଁ ଏଚଆରଙ୍କ ପାଖକୁ ଯିବାକୁ ପଡ଼ିବନି। ଏଆଇ ଦ୍ୱାରା ସିଏସଏମ ଟେକ ପ୍ରସ୍ତୁତ କରିଛି ଏଚଆର ମେଧା

Advertisment
ଅଫିସର ଛୋଟବଡ଼ କାମ ପାଇଁ ଏଚଆରଙ୍କ ପାଖକୁ ଯିବାକୁ ପଡ଼ିବନି। ଏଆଇ ଦ୍ୱାରା ସିଏସଏମ ଟେକ ପ୍ରସ୍ତୁତ କରିଛି ଏଚଆର ମେଧା

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଭର୍ଚୁଆଲ ଏଚ.ଆର ।

ସିଏସଏମ ଟେକର ଆର୍ଟିଫିସିଆଲ ଇଂଟିଲିଜେନସ ବା ଏଆଇ ପ୍ରସ୍ତୁତ କରିଛି ଭର୍ଚୁଆଲ ଏଚ.ଆର ମେଧା କେ । ନିଜ କମ୍ପ୍ୟୁଟରରେ ବସି ସବୁ ପ୍ରଶ୍ନର ଉତର ପାଇପାରିବେ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe