କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଭର୍ଚୁଆଲ ଏଚ.ଆର ।
ସିଏସଏମ ଟେକର ଆର୍ଟିଫିସିଆଲ ଇଂଟିଲିଜେନସ ବା ଏଆଇ ପ୍ରସ୍ତୁତ କରିଛି ଭର୍ଚୁଆଲ ଏଚ.ଆର ମେଧା କେ । ନିଜ କମ୍ପ୍ୟୁଟରରେ ବସି ସବୁ ପ୍ରଶ୍ନର ଉତର ପାଇପାରିବେ କର୍ମଚାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/17-10.jpg)